- ଏମାର ମଠ ପରିସରରୁ ବାହାରିଲା ବିରଳ ସିଂହ ମୂର୍ତ୍ତିon May 16, 2022 at 7:56 am
ପୁରୀ: ସ୍ଥାନୀୟ ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି । ଖନନ ବେଳେ ପୁରାତନ ସିଂହ ମୂର୍ତ୍ତି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଜିପିଆରଏସ ହୋଇନଥିବାରୁ ଏପରି ଘଟିଥିବା କୁହାଯାଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିବାଦ ପରେ ଏବେ ପୁରାତନ ସିଂହ ମୂର୍ତ୍ତି ମିଳିବା ପୁଣି ଏକ ବିବାଦ ସୃଷ୍ଟି କରିଛି ।
- ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା , ଜାଣନ୍ତୁ କେଉଁଠି କିପରି ହୁଏ ପାଳନon May 16, 2022 at 7:24 am
‘ବୁଦ୍ଧଂ ସରଣମ ଗଚ୍ଛାମି ଧର୍ମଂ ସରଣମ ଗଚ୍ଛାମି ସଂଘମ ସରଣମ ଗଚ୍ଛାମି’ ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଭଗବାନ ଗୌତମ ବୁଦ୍ଧ । ବୌଦ୍ଧଧର୍ମର ପ୍ରତିଷ୍ଠାତା କହିଲେ ସମଗ୍ର ଏସିଆ ମହାଦେଶ ଏବଂ ଭାରତ ବର୍ଷ ଗୌତମ ବୁଦ୍ଧଙ୍କୁ ବୁଝନ୍ତି । ଖ୍ରୀଷ୍ଟ ପୂର୍ବ ଷଷ୍ଠ
- ବନ୍ୟା ଜଳରେ ଅଟକିଲା ସିଲଚର-ଗୌହାଟି ଏକ୍ସପ୍ରେସ, 119 ଯାତ୍ରୀଙ୍କୁ ଉଦ୍ଧାର କଲା ବାୟୁସେନାon May 16, 2022 at 6:25 am
ଗୌହାଟି : ପ୍ରବଳ ବର୍ଷା ହେତୁ ଆସାମରେ ବର୍ତ୍ତମାନ ବନ୍ୟା ପରିସ୍ଥିତିରେ ରହିଛି । ଲଗାତାର ବର୍ଷା ହେତୁ ଅନେକ ସ୍ଥାନରେ ଭୂସ୍ଖଳନ ରାଜ୍ୟରେ ହଇଚଇ ସୃଷ୍ଟି କରିଛି, ଭୂସ୍ଖଳନ ହେତୁ ସଡକ ଏବଂ ରେଳ ସଂଯୋଗ ଅନେକ ସ୍ଥାନରେ ବିଚ୍ଛିନ୍ନ ହୋଇଛି । ଯେଉଁଥିପାଇଁ ଗତକାଲି କଚ୍ଛାର ଅଞ୍ଚଳରେ ସିଲଚର-ଗୌହାଟି ଏକ୍ସପ୍ରେସ ଟ୍ରେନ୍ ଅଟକି
- ରାଶି ଫଳ : ବୁଦ୍ଧ ପୁର୍ଣ୍ଣିମାରେ କେମିତି କଟିବ ଆପଣଙ୍କ ଦିନon May 16, 2022 at 5:45 am
ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀଙ୍କ
- ଗୁରୁତର ଅସୁସ୍ଥ ଅଛନ୍ତି ରୁଷ୍ ରାଷ୍ଚ୍ରପତି : ପୂର୍ବତନ ଗୁପ୍ତଚର, ରକ୍ତ କର୍କଟରେ ଆକ୍ରାନ୍ତ : ପ୍ରଭାବଶାଳୀ ବ୍ୟବସାୟୀon May 16, 2022 at 5:30 am
ନୂଆଦିଲ୍ଲୀ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁତର ଅସୁସ୍ଥ ଏ ଏହା ୟୁକ୍ରେନରେ ଘଟୁଥିବା ଘଟଣା ମଧ୍ୟରେ ଏହା ଆଲୋଚନାର ବିଷୟ ପାଲଟିଛି । ବ୍ରିଟେନର ଜଣେ ପୂର୍ବତନ ଗୁପ୍ତଚର କହିଛନ୍ତି “ଏହି ଅସୁସ୍ଥତା କ’ଣ ତାହା ସ୍ପଷ୍ଟ ନୁହେଁ – ଏହା ଆରୋଗ୍ୟ ହେଉ କିମ୍ବା ଟର୍ମିନାଲ୍ ହେଉ କିମ୍ବା ଯାହା ବି ହେଉ
- ସାମାନ୍ୟ ହ୍ରାସ ହେଲା ଦୈନିକ କରୋନା ସଂକ୍ରମଣ ମାମଲା : ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 2202 ରୋଗୀon May 16, 2022 at 5:06 am
ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଦୈନିକ କରୋନା ସଂକ୍ରମଣ ମାମଲା ତିନି ହଜାର ପାଖାପାଖି ରହୁଥିବା ବେଳେ ଆଜି ଏହା 2200 କୁ ଖସି ଆସିଛି । ଏଥିସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ଗତକାଲି ସାମାନ୍ୟ ବୃଦ୍ଧି ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ସାରା
- ବଙ୍ଗୀୟ ଅଭିନେତ୍ରୀ ପଲ୍ଲବୀ ଦେ ମୃତon May 16, 2022 at 4:49 am
କୋଲକାତା: କେରଳୀ ଅଭିନେତ୍ରୀଙ୍କ ପରେ ବଙ୍ଗୀୟ ଅଭିନେତ୍ରୀ ପଲ୍ଲବୀ ଦେଙ୍କର ମୃତ୍ୟୁ । ଅଭିନେତ୍ରୀଙ୍କ ବାସଭବନ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି । ରହସ୍ୟ ଘେରରେ ରହିଛି ଏହି
- ମୋଦିଙ୍କ ନେପାଳ ଗସ୍ତ : ସ୍ବାଗତ ପାଇଁ ପ୍ରସ୍ତୁତ ଲୁମ୍ବିନୀon May 16, 2022 at 4:34 am
ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେପାଳ ଗସ୍ତ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । 2014 ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଚମ ତଥା 2019 ରେ ଦ୍ବିତୀୟ
- ତାତିରୁ ମିଳିବ ତ୍ରାହି: କାଳବୈଶାଖୀ ପାଇଁ ୧୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରିon May 15, 2022 at 5:15 pm
ଭୁବନେଶ୍ୱର: ତାତିରୁ ମିଳିବ ତ୍ରାହି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ଏଥିପାଇଁ ୧୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦
- ଅଧାବାଟରେ ଶବକୁ ଛାଡ଼ି ପଳାଇଲା ଆମ୍ବୁଲାନ୍ସon May 15, 2022 at 4:48 pm
ଛତିଆ: ଟଙ୍କା କେଇଟା ପାଇଁ ରାସ୍ତା କଡ଼ରେ ମୃତଦେହକୁ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ ଡ଼୍ରାଇଭର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଛତିଆରେ । ପରିବାର ଲୋକେ ଦାବି ମୁତାବକ ଟଙ୍କା ଦେଇନପାରିବାରୁ ମହିଳାଙ୍କ ଶବକୁ ଯାଜପୁର ଜିଲ୍ଲା ଛତିଆ ନେଳିଆ ବ୍ରିଜ୍ ନିକଟରେ ରାସ୍ତାକଡ଼ରେ ଫିଙ୍ଗି ଚାଲିଗଲା ଆମ୍ବୁଲାନ୍ସ ଚାଳକ।
- ବଦଳିଲେ ମାହାଙ୍ଗା ଥାନା ଆଇଆଇସି, କାଲି ଗିରଫ ହୋଇଥିଲେ ପତ୍ନୀ ନିନାon May 15, 2022 at 4:34 pm
କଟକ: ବଦଳିଲେ କଟକ ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି । ଲାଞ୍ଚ ନେବା ଅଭିଯୋଗରେ ପତ୍ନୀ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ସ୍ବାମୀ ହେଲେ ବଦଳି । ନିହାର ଏବେ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି । ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିବା ମହିଳା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କ ସ୍ୱାମୀ
- ଆଇପିଏଲ 2022: ଲକ୍ଷ୍ନୌ ଆଗରେ 179 ରନର ଟାର୍ଗେଟon May 15, 2022 at 4:21 pm
ମୁମ୍ବାଇ: ଆଜି ଖେଳାଯାଉଥିବା ଆଇପିଏଲ 2022ର 63ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ 179 ରନର ଟାର୍ଗେଟ ଦେଇଛି ରାଜସ୍ଥାନ ରୟାଲ୍ସ । ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 6 ୱିକେଟ ହରାଇ 178 ରନ୍ କରିଛି। ଦଳ ପକ୍ଷରୁ ଜଶ୍ୱସୀ ଜସୱାଲ ସର୍ବାଧିକ 41 ରନ୍ କରିଥିବା ବେଳେ ଦେବଦତ୍ତ
- ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଜାରିon May 15, 2022 at 1:09 pm
ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ଘୋଷଣା କରିଛି ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା । ଏଥିରେ ୫ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରମୁଖ ରହିଛନ୍ତି । ୪୦ ଜଣିଆ ଏହି ଲିଷ୍ଟରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ପ୍ରଭାରୀ ପୁରନ୍ଦେଶ୍ୱରୀ,
- ବନ୍ୟା ପରେ ଆସାମରେ ଭୁସ୍ଖଳନ, 3 ମୃତon May 15, 2022 at 12:59 pm
ଗୌହାଟୀ: ଜଳମୟ ଆସାମ। ବନ୍ୟାରେ ବ୍ୟାପକ କ୍ଷତି ପପରେ ଏବେ ଦାଉ ସାଧିଛି ଭୂସ୍ଖଳନ । ଏହି ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 25 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି । ପ୍ରବଳ ବର୍ଷା କାରଣରୁ ଶନିବାର ଡିମା ହାସାଓ ଜିଲ୍ଲାର
- ଆଜିଠୁ ମା’ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ: ୧୮ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀon May 15, 2022 at 12:47 pm
ଗଞ୍ଜାମ: ଜିଲ୍ଲାର ଅଧିଷ୍ଠାତ୍ରୀ ମା’ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଆଜିଠୁ ଆରମ୍ଭ ହୋଇଯାଇଛି । ଆଜିଠୁ ପୀଠରେ ୬ ଦିନ ବ୍ୟାପୀ ଆୟୋଜିତ ହେବ ଏହି ଉତ୍ସବ । ଏହି ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି
- ଚିନ୍ତନ ଶିବିର: ଲୋକଙ୍କୁ ବିକାଶର ପ୍ରତିଶ୍ରୁତି ଦେବ କଂଗ୍ରେସon May 15, 2022 at 12:37 pm
ଜୟପୁର: ରାଜସ୍ଥାନର ଜୟପୁରରେ ଚାଲିଥିବା କଂଗ୍ରେସର 3 ଦିନିଆ ନବ ସଂକଳ୍ପ ଚିନ୍ତନ ଶିବିର ଆଜି ଶେଷ ଦିନ । କଂଗ୍ରେସ ସତ୍ତା ଫେରିବା ଓ ଲୋକସମ୍ପର୍କ ବଢାଇବାକୁ ଜୋରଦାର ଚେଷ୍ଟା ଆରମ୍ଭ କରିଛି । ମିଶନ 2024କୁ ଫୋକସରେ ରଖିଛି ଦଳ । ମନ୍ଥନରେ ଅମୃତ ନିଶ୍ଚିନ୍ତ ବୋଲି କହିଛନ୍ତି ଉଦୟପୁର ଦଳ
- ଇତିହାସ ରଚିଲା ଭାରତ: ୭୩ ବର୍ଷ ପରେ ଥୋମାସ କପ ଜିତିଲା ଟିମ ଇଣ୍ଡିଆon May 15, 2022 at 12:35 pm
ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍। ପ୍ରଥମଥର ଭାରତ ଜିତିଛି ଥୋମାସା କପ୍। ଫାଇନାଲରେ ଶକ୍ତିଶାଳୀ ଇଣ୍ଡୋନେସିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ। ଫାଇନାଲରେ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରି ଏହି ସଫଳତା ପାଇଛି ଦଳ । ୧୪ ଥରର ବିଜେତାକୁ ହରାଇ କ୍ଲିନ ସୁଇପ କରିଥିଲେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ । {image-thomascup-1652618069.jpg
- ନାବାଳିକାକୁ ଦୁଷ୍କର୍ମ: ମାଆର ପ୍ରେମିକ ଗିରଫon May 15, 2022 at 10:49 am
ଚେନ୍ନାଇ: ପିଶାଚୀ ସାଜିଲା ମାଆ। ନିଜ ଝିଅ ସହ ଦୁଷ୍କର୍ମ କରିବାକୁ ଅନୁମତି ଦେଲା । ଚେନ୍ନାଇରୁ ଏଭଳି ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି । ନାବାଳିକା ଝିଅଟି ଏକ ଶିଶୁକୁ ଜନ୍ମ ଦେବା ପରେ ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ଉଠିଛି । ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳା ଦିନ ମଜୁରିଆ ଭାବେ
- ମୁଣ୍ଡକା ଫାୟାର ଟ୍ରାଜେଡି: ବିଲ୍ଡିଂ ମାଲିକ ଗିରଫon May 15, 2022 at 9:59 am
ନୂଆଦିଲ୍ଲୀ: ପୋଲିସ ହାତରେ ମୁଣ୍ଡକା ଫାୟାର ଟ୍ରାଜେଡି ଘଟିଥିବା କୋଠା ମାଲିକ । ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟ 4 ମହଲା କୋଠାରେ ଘଟିଥିଲା ଭୟଙ୍କର ଅଗ୍ନୀକାଣ୍ଡ । ବର୍ତ୍ତମାନ ଏହି ଘଟଣାରେ ମୃତକଙ୍କ ସଂଖ୍ୟା 30କୁ ବୃଦ୍ଧି ପାଇଛି। ଗୁରୁତରମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଘଟଣା ପରେ
- ତ୍ରିପୁରାର ସିଏମ ଭାବେ ଶପଥ ନେଲେ ମାଣିକ ସାହାon May 15, 2022 at 9:23 am
ଅଗରତାଲା: ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା । ଅଗରତାଲା ରାଜ ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ଶପଥପାଠ କରାଇଛନ୍ତି । ଫଳରେ ତ୍ରିପୁରାର ଏକାଦଶତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମାଣିକ ସାହା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା
- 55ତମ ଜନ୍ମଦିନ ପାଳୁଛନ୍ତି ମାଧୁରୀ ଦୀକ୍ଷିତon May 15, 2022 at 8:18 am
ମୁମ୍ବାଇ: 55ତମ ବର୍ଷରେ ପାଦ ଦେଲେ ବଲିଉଡ ବିୟୁଟି ମାଧୁରୀ ଦୀକ୍ଷିତ। ନିଜର କିଲର ସ୍ମାଇଲରେ ଦର୍ଶକଙ୍କୁ ମତୁଆଲା କରନ୍ତି ଏହି ଅଭନେତ୍ରୀ । ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ବଲିଉଡ ଅଭିନେତ୍ରୀ ଆଜି ବି ଚର୍ଚ୍ଚାରେ । ମାଧୁରୀ 15 ମଇ 1967 ରେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। କଳାପ୍ରତି
- ସବୁ ସମୟର ଖେଳ: ମାର୍ଶଙ୍କ ମୃତ୍ୟୁ ଥିଲା ୱାର୍ଣ୍ଣଙ୍କ ଶେଷ ଟ୍ୱିଟ୍, ୱାର୍ଣ୍ଣଙ୍କ ମୃତ୍ୟୁରେ ସାଇମଣ୍ଡ କରିଥିଲେ ଶେଷ ପୋଷ୍ଟon May 15, 2022 at 7:47 am
ନୂଆଦିଲ୍ଲୀ: ଦେଖନ୍ତୁ କେମିତି ଏ ସମୟର ଖେଳ । ମୃତ ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରି କରିଥିଲେ ଶେଷ ପୋଷ୍ଟ । ଆଜି ତାଙ୍କ ପାଇଁ ଅନ୍ୟମାନେ କରୁଛନ୍ତି ସମବେଦନା ପୋଷ୍ଟ । ଯାହାର ଉଦାହରଣ ହେଉଛି ଏହି ଘଟଣା । ରୋଡ ମାର୍ଶଙ୍କ ମୃତ୍ୟୁ ଥିଲା ଶେନ ୱାର୍ଣ୍ଣଙ୍କ ଶେଷ ଟ୍ୱିଟ୍ । ସେହିପରି
- 3 ମାସରେ 3 କିମ୍ବଦନ୍ତୀ କ୍ରିକେଟରଙ୍କୁ ହରାଇଲାଣି ଅଷ୍ଟ୍ରେଲିଆon May 15, 2022 at 7:19 am
ନୂଆଦିଲ୍ଲୀ: ଅସମୟରେ ଅଷ୍ଟ୍ରେଲିଆ କ୍ରିକେଟ୍ । 3 ମାସରେ ହରାଇଲାଣି 3 କିମ୍ବଦନ୍ତୀ କ୍ରିକେଟରଙ୍କୁ । ଦୁଇ ମାସ ବ୍ୟବଧାନରେ ଦୁଇ ଜଣ କିମ୍ବଦନ୍ତି କ୍ରିକେଟରଙ୍କୁ ହରାଇବା ପରେ ଆଜି ପୁଣି ଏକ ଦୁଃଖଦ ଖବର ଆସିଛି ଅଷ୍ଟ୍ରେଲିଆ ପାଇଁ । ଗତ ମାର୍ଚ୍ଚରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତି କ୍ରିକେଟର ସେନ୍
- ଅକ୍ଷୟଙ୍କୁ କରୋନା, କାନ୍ସ ଫିଲ୍ମ ଫେଷ୍ଟରେ ହେବେନି ସାମିଲon May 15, 2022 at 7:05 am
ମୁମ୍ବାଇ: କରୋନା ସଂକ୍ରମିତ ହେଲେ ଅକ୍ଷୟ କୁମାର । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ଅକ୍ଷୟ ଦ୍ବିତୀୟ ଥର ପାଇଁ କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗତବର୍ଷ ସେ ଫିଲ୍ମ ରାମ ସେତୁର ସୁଟିଂ ସମୟରେ ଆକ୍ରନ୍ତ ହୋଇଥିଲେ । ନିକଟରେ ହେବାକୁ ଥିବା କାନ୍ସ
- ବଢିଲା CNG ଦର, ଚିନ୍ତାରେ ଗ୍ରାହକon May 15, 2022 at 6:27 am
ନୂଆଦିଲ୍ଲୀ: ପୁଣି ବଢିଲା ସିଏନଜି ଦର । ଗତବର୍ଷ ଅକ୍ଟୋବର ମାସରୁ ଲଗାତାର ଭାବେ ବଢିଚାଲିଛି ସିଏନଜି ଦର। ବର୍ତ୍ତମାନ ତୈଳ ଦର ଦାଉ ସାଧିଥିବା ବେଳେ ଅନ୍ୟପଟେ ଗ୍ୟାସ ଦର ଖାଉଟିଙ୍କ ଚିନ୍ତା ବଢାଇଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ସିଏନଜିନ ମୂଲ୍ୟ ବୃଦ୍ଧି କରିଛି । ବର୍ଦ୍ଧିତ ଦର ରବିବାର ସକାଳ 6 ଟାରୁ ଲାଗୁ
- ଆଜିର ରାଶିଫଳ : ଜାଣନ୍ତୁ କେମିତି କଟିବ ଦିନon May 15, 2022 at 5:17 am
ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀଙ୍କ
- ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟସଭା ସାଂସଦ ମାଣିକ ସାହାon May 14, 2022 at 1:36 pm
ଅଗରତାଲା : ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଲବ ଦେବଙ୍କ ଇସ୍ତଫା ପରେ ବିଜେପି ମାଣିକ ସାହାଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି । ବିପ୍ଲବ ଦେବଙ୍କ ଇସ୍ତଫା ପରେ ବିଜେପି ବିଧାୟକ ଦଳ ବୈଠକରେ ମାଣିକ ସାହାଙ୍କ ନାମ ଅନୁମୋଦନ କରାଯାଇଥିଲା । ମାଣିକ ସାହା ତ୍ରିପୁରା ବିଜେପିର ଅଧ୍ୟକ୍ଷ ଏବଂ
- କଂଗ୍ରେସକୁ ‘ଗୁଡ୍ ଲକ୍’ କହି ‘ଗୁଡ୍ ବାଏ’ କଲେ ସୁନୀଲ ଜାଖଡ଼on May 14, 2022 at 1:16 pm
ଚଣ୍ଡିଗଡ଼ : ପଞ୍ଜାବରେ କଂଗ୍ରେସକୁ ପୁଣି ଥରେ ଏକ ବଡ଼ ଝଟକା ଲାଗିଛି । ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁନୀଲ ଜାଖଡ଼ ଶନିବାର ଦିନ ଦଳ ଛାଡିଛନ୍ତି । ଫେସବୁକ୍ ଲାଇଭ୍ କରି ସୁନୀଲ ଜାଖଡ଼ କହିଛନ୍ତି ଗୁଡଲକ୍ ଏବଂ ଗୁଡ୍ ବାଏ କଂଗ୍ରେସ…। ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କୁ
- ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିପ୍ଲବ କୁମାର ଦେବon May 14, 2022 at 12:27 pm
ଅଗରତାଲା : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ନିକଟରେ ବିପ୍ଳବ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବିପ୍ଳବ କୁମାରଙ୍କ ଇସ୍ତଫା ପରେ ବର୍ତ୍ତମାନ ବିଜେପି ବିଧାନସଭା ଦଳର ନୂତନ ନେତା ନିର୍ବାଚିତ ହେବେ । ଆଜି ରାତି 8
- କେଦାରନାଥରେ ଭିଆଇପି ଏଣ୍ଟ୍ରିରେ ଲାଗିଲା ରୋକ୍on May 14, 2022 at 11:17 am
ଡେରାଡୁନ: କେଦାରନାଥ ମନ୍ଦିର ଖୋଲିବା ପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି । ଭିଆଇପି ଦର୍ଶନ ଉପରେ ରୋକ ଲଗାଯାଇଛି । ସାଧାରଣ ଶ୍ରଦ୍ଧାଳୁଙ୍କ ଭଳି ଭିଆଇପି ଶ୍ରଦ୍ଧାଳୁ ମଧ୍ୟ ଧାଡିରେ ରହି ଦର୍ଶନ କରିବେ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାର ଶୁକ୍ରବାରଏହି